32.1 C
Bhubaneswar
Thursday, March 28, 2024
Homeରାଶିଫଳଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା...

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

ମେଷ: ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଗୃହକାର୍ଯ୍ୟରେ ମନ ବଳାଇବେ । ପରୀକ୍ଷାରେ ସଫଳ ହେବେ । ପରିବେଶରୁ ଆନନ୍ଦ ମିଳିବ । ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅଶାନ୍ତି ଦେଖା ଦେବ ।
ବୃଷ: ଆଜି ନୂତନ ଗାଡି କ୍ରୟ କରିପାରନ୍ତି । ଋଣରୁ ମୁକ୍ତି ପାଇବେ । ଆର୍ଥିକ ପରିସ୍ଥିତି ଜଟିଳ ହେବ । ବନ୍ଧୁ ଦର୍ଶନ କରି ଆନନ୍ଦିତ ହେବେ । ଭାଇ ଭାଇ ଭିତରେ ମନ ମାଳିନ୍ୟ ଘଟିବ ।
ମିଥୁନ: ଆଜି ସକାଳୁ ସକାଳୁ ବନ୍ଧୁ ଦର୍ଶନ କରି ଆନନ୍ଦିତ ହେବେ । ପାରିବାରି କ୍ଷେତ୍ରରେ ଉନ୍ନତି ଘଟିବ । ଆୟ ଓ ବ୍ୟୟ ସମାନ ରହିବ । ମାନସିକ ଉଦବେଗ ବଢିବ ।
କର୍କଟ: ଗୃହରୁ ଆନନ୍ଦ ପାଇବେ । ଯୋଗାଯୋଗରେ ପ୍ରଗତୀ ଘଟିବ । ଅପେକ୍ଷା ବିଫଳ ହେବ । ଦ୍ରବ୍ୟ ଲାଭ କରିପାରନ୍ତି । ବ୍ୟୟ ଅଧିକ ହେବ ।
ସିଂହ: କାର୍ଯ୍ୟରେ ଆନନ୍ଦ ପାଇବେ । ଗୃହ କାର୍ଯ୍ୟରେ ପ୍ରଗତୀ ଘଟିବ । ବିଭିନ୍ନ କାରଣରୁ ଚିନ୍ତା ବଢିବ । ଅପ୍ରିୟ ଘଟଣା ଘଟିପାରେ । ଯାତ୍ରାଦିରୁ କ୍ଳାନ୍ତି ବଢିବ । ବିପଦରେ ପଡିପାରନ୍ତି ।
କନ୍ୟା: ଆଜି ବନ୍ଧୁ ମେଳରେ ଦିନ କାଟିବେ । କଳହାଦିରେ ଜଡିତ ହେବେ । ଦାୟିତ୍ୱରେ ବୁଦ୍ଧି ଘଟିବ । ଶାରୀରିକ କଷ୍ଟ ଭୋଗିବେ । ସ୍ମରଣ ହାନି ଘଟିପାରେ । ଆୟରେ ବୃଦ୍ଧି ଘଟିବ ।
ତୁଳା : ଆଦି ଦିନଟି ଆପଣଙ୍କ ପାଇଁ ଶୁଭ ମଙ୍ଗଳମୟ ହେବ । ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ପାରିବାରିକ ଶାନ୍ତି ପାଇବେ । ସନ୍ତାନ ଚିନ୍ତା ଦୂର ହେବ ।
ବିଛା : ଆଜି ଅଟଳ ରହିଥିବା କାର୍ଯ୍ୟ ହାସଲ ହେବ । ପାରିବାରିକ ଦ୍ୱନ୍ଦ୍ୱର ଅବସାନ ହେବ । ବ୍ୟବସାୟ ଲାଭପ୍ରଦ ହେବ । ଚାକିରି ବୃତିରେ ପ୍ରଶଂସା ମିଳିବ ।
ଧନୁ : ବ୍ୟବସାୟ କ୍ଷେତ୍ରରେ ଧୀମେଇ ଚାଲିବ । ବିଭିନ୍ନ ପ୍ରକାରର କାମରେ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି ।
ମକର: ଆଜି ଚାକିରି ସୁପ୍ରତିଷ୍ଠିତ ହୋଇପାରନ୍ତି । ଆର୍ଥକ ସୁଦୃଢ଼ ଘଟିବ । ବ୍ୟବସାୟରେ ଉନ୍ନତି କରିବେ । ଶୁଭ କାର୍ଯ୍ୟରେ ସମ୍ମାନିତ ହେବେ ।
କୁମ୍ଭ: ଆତ୍ମୀୟମାନଙ୍କ ସାହାଯ୍ୟରେ ସମସ୍ୟା ସମାଧାନ ହେବା କଷ୍ଟକର ହୋଇପାରେ । ପିତା,ମାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ । ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ମହିଳାମାନଙ୍କ ଦୂରଯାଗା ଯାଇପାରନ୍ତି ।
ମୀନ: ଅନ୍ୟାୟର ପ୍ରତିରୋଧ କରିବେ । କୌଣସି ବିଷୟକୁ ନେଇ ଆଲୋଚନା କରିବେ । ଭ୍ରମଣାଦିରେ ଶାନ୍ତି ମିଳିବ । ପଦୋନ୍ନତିପାଇଁ କର୍ମ କରିବେ । ଚାକିରି କ୍ଷେତ୍ରରେ ଶାନ୍ତି ପାଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking