26.1 C
Bhubaneswar
Friday, March 29, 2024
Homeରାଶିଫଳସାପ୍ତାହିକ ରାଶିଫଳ

ସାପ୍ତାହିକ ରାଶିଫଳ

ମେଷ- ସପ୍ତାହଟି କର୍ମକ୍ଷେତ୍ରରେ ଚଂଚଳତା ପ୍ରତାରଣା ଯୋଗ, ବ୍ୟୟବୃଦ୍ଧି ଯୋଗ, ପାରିବାରିକ ଅବହେଳା, ଚାକିରୀରେ ସ୍ଥାନାନ୍ତର, ବ୍ୟବସାୟରେ ଲାଭବାନ ହେବେ । ଛାତ୍ରଛାତ୍ରୀମାନେ ପଢାରେ ଭଲ କରିବେ ।ପ୍ରତିକାର- ପ୍ରତିଦିନ ସୋମବାରରେ ଶିବ ଦର୍ଶନ କରନ୍ତୁ ।
ବୃଷ- ସପ୍ତାହଟି କର୍ମକ୍ଷେତ୍ରରେ ବିଫଳତା । ପାରିବାରିକ ଖର୍ଚ୍ଚ ବ୍ୟୟବହୁଳ ହୋଇପାରେ । ଚାକିରୀରେ ଅସ୍ଥିରତା ଦେଖାଦେବ । ଅର୍ଥକ୍ଷୟର ସୂଚନା । ଗୃହରେ ମାଂଗଳିକ କାର୍ଯ୍ୟ କରିବା ପାଇଁ ଆଲୋଚନା ହେବ ।ପ୍ରତିକାର- ମଙ୍ଗଳବାର ମା ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରନ୍ତୁ ।
ମିଥୁନ- ସପ୍ତାହଟି କର୍ମକ୍ଷତ୍ରରେ ଜଟିଳ ସମସ୍ୟା ଦେଖାଦେବ । ପରୋପକାର କରି ନିଜେ ଅସୁବିଧାରେ ପଡିବେ । ଦ୍ରବ୍ୟ ପ୍ରାପ୍ତିରେ ବିଳମ୍ବ ହୋଇପାରେ । ଚାକିରୀରେ ମଧ୍ୟମ ଫଳ ମିଳିବ ।ପ୍ରତିକାର-ବୁଧବାର ଦିନ ଭିକାରୀକୁ ଖାଇବାକୁ ଦିଅନ୍ତୁ ।
କର୍କଟ-ସପ୍ତାହଟି ଅନ୍ୟଦ୍ୱାରା ଅପଦସ୍ତ ହେବେ । ଶ୍ରମ ଅଧିକ କରିପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ ନାହିଁ । ପାରିବାରିକ ଅଶାନ୍ତି । ଚାକିରୀରେ ଅସ୍ଥିରତା ଓ ବ୍ୟବସାୟରେ ଅଗ୍ରଣୀ ହେବେ । ଶିକ୍ଷା କ୍ଷତ୍ରରେ ଅବହେଳା ଦେଖାଦେବ ।ପ୍ରତିକାର- ସୋମବାର ଦିନ ଜଳରେ ନିଆଁ ଭସାଇ ଦିଅନ୍ତୁ ।
ସିଂହ- ସପ୍ତାହଟି ମନ ଭଲ ରହିବ । ଅପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ । ପ୍ରତିଯୋଗୀତାରେ ସଫଳ ହେବେ । ଆୟ ଅବ୍ୟାହତ ରହିବ । ଦ୍ରବ୍ୟ ଲାଭ. ପାରିବାରିକ ସୁଖ, ନୂତନ କାର୍ଯ୍ୟ ବା ପଦୋନ୍ନତି ଯୋଗ ରହିଛି ।ପ୍ରତିକାର- ରବିବାର ଦିନ ସୂର୍ଯ୍ୟ ପୂଜା କରନ୍ତୁ ।
କନ୍ୟା- ସପ୍ତାହଟି ମନ ଦୁର୍ବଳତା ରହିବ । କର୍ମକ୍ଷେତ୍ରରେ ବିଳମ୍ବ । ଧର୍ମ କାର୍ଯ୍ୟପ୍ରତି ଆକୃଷ୍ଟ, ଭ୍ରମଣ ଯୋଗ, ପାରିବାରିକ ସୁଖ, ଚାକିରୀରେ ଉଚ୍ଚଫଳ ଓ ବ୍ୟବସାୟରେ ଅଗ୍ରଗତି ଘଟିବ ।ପ୍ରତିକାର-ବୁଧବାର ଦିନ ଗଣେଷଙ୍କୁ ପୂଜା କରନ୍ତୁ ।
ତୁଳା-ସାପ୍ତାହିକ କର୍ମକ୍ଷେତ୍ରରେ ବିଳମ୍ବ ଯୋଗ । ଦୂରଯାତ୍ରାରେ ବିଫଳ ହେବେ । ଧର୍ମକାର୍ଯ୍ୟ ସଂପାଦନ, ପାରିବାରିକ ସୁଖ, ଚାକିରୀରେ ପଦୋନ୍ନତି ହେବ । ଶିକ୍ଷାରେ ପିଲାମାନେ ଭଲ କରିବେ ।ପ୍ରତିକାର- ଶୁକ୍ରବାର ଦିନ ବ୍ରାହ୍ମଣଙ୍କୁ ଅନ୍ନ ବସ୍ତ୍ର ଦାନ କରନ୍ତୁ ।
ବିଛା- ସପ୍ତାହଟି କର୍ମକ୍ଷତ୍ରରେ ଅବହେଳା କରିପାରନ୍ତି । ଦ୍ରବ୍ୟ ନଷ୍ଟ, ବ୍ୟୟ ଅଧିକ, ପାରିବାରିକ ରୋଗ ଓ ଶୋକ ଦେଖାଦେବ । ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି । ପଢାପଢିରେ ପଛେଇଯିବେ ।ପ୍ରତିକାର-ମଙ୍ଗଳବାର ଦିନ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ।
ଧନୁ- ସପ୍ତାହଟି ବିବାଦୀୟ ଘଟିଣାରେ ଜଡିତ ହେବେ । ଦ୍ରବ୍ୟ ନଷ୍ଟ ବା ଚୋର ଭୟର ଆଶଙ୍କା ରହିଛି । ଆୟ ମଧ୍ୟମ ଅଟେ । ଦେହ ଓ ମନ ସୁସ୍ଥ ରହିବ । କୌଶଳରେ କାର୍ଯ୍ୟ ସାଧନ କରିବେ ।ପ୍ରତିକାର- ଗୁରୁବାର ଦିନ ମା ଲକ୍ଷ୍‌ମୀଙ୍କର ପୂଜା କରନ୍ତୁ ।
ମକର-ସପ୍ତାହଟି କର୍ମକ୍ଷେତ୍ରରେ ସଫଳ ହେବେ । ଶତ୍ରୁହାନି ଯୋଗ ରହିଛି । ନିଷ୍ଠାପରତା କତାରଣରୁ ସମ୍ମାନିତ ହେବେ । କଳ୍ପନା କାର୍ଯ୍ୟକାରୀ ହେବ । ଆୟ ଅବ୍ୟାହତ ରହିବ । ପାରିବାରିକ ସୁଖ ଶାନ୍ତି ପାଇବେ ।ପ୍ରତିକାର- ହନୁମାନ ଚାଳିଶା ପାଠ କରନ୍ତୁ ।
କୁମ୍ଭ- ସପ୍ତାହଟି ଶରୀର ସୁସ୍ଥ ରହିବ । ବନ୍ଧୁ ବିବାଦ ଦେଖାଦେବ । କର୍ମକ୍ଷତ୍ରରେ ଉନ୍ନତି ହେବ । ଯାନବାହନରେ କ୍ଷତି ହେବ । ଦ୍ରବ୍ୟଲାଭ ଯୋଗ ରହିଛି । ଚାକିରୀରେ ପ୍ରତାରିତ ହେବ । ବ୍ୟବସାୟରେ ଲାଭ ଓ କ୍ଷତି ସମାନ ହେବ ।ପ୍ରତିକାର- ଶନିବାର ଦିନ ଓମ୍ ନମଃ ଶିବାୟ ୧୦୮ ଥର ଜପ କରନ୍ତୁ ।
ମୀନ- ସପ୍ତାହଟି କର୍ମକ୍ଷତ୍ରରେ ସାଫଲ୍ୟତା ଯୋଗ ରହିଛି । ବିଭିନ୍ନ ସୂତ୍ରରୁ ଅର୍ଥ ଲାଭ ହେବ । ଶାସକୀୟ ସାହାଯ୍ୟ ମିଳିବ । ଦୂରଯାତ୍ରାରେ ସଫଳ ଓ ପାରିବାରିକ ସୁଖ ମିଳିବ । ଚାକିରୀରେ ଉଚ୍ଚ ପଦ ଲାଭ କରିବେ । ବୃତି ଏବଂ ଶିକ୍ଷାରେ ଅଗ୍ରଗତି ହେବ ।ପ୍ରତିକାର- ମା ଲକ୍ଷ୍‌ମୀଙ୍କୁ ପୂଜା କରନ୍ତୁ ।
echoua.com

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking