27.1 C
Bhubaneswar
Thursday, April 25, 2024
Homeରାଶିଫଳଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ : ଆଜି କାର୍ଯ୍ୟରେ ଉନ୍ନତି ଦେଖାଦେବ । ମନ ଚଂଚଳ ରହିବ । ଗୃହରେ ଆନନ୍ଦ ପାଇବେ । ମାନସିକ ବ୍ୟସ୍ତତା ବଢ଼ିବ । କାର୍ଯ୍ୟରେ ଆଗ୍ରହ ହରାଇବେ । ଦୁର ଯାଗାକୁ ଯାଇପାରନ୍ତି ।
ବୃଷ : ଆଜି ଦିନଟି ଗୃହ ପାଇଁ ଚିନ୍ତା କରିବେ । ରବି ବୁଧ ଯୋଗୁ ଅନ୍ୟ ଦ୍ୱାରା ଅର୍ଥ ପାଇପାରନ୍ତି । ଶତ୍ରୁତାର ଅବସାନ ଘଟିବ । କାର୍ଯ୍ୟରେ ସଫଳତା ପାଇବେ ।
ମିଥୁନ : ବହୁଦିନର ଥିବା ଅଭାବ ମେଂଟାଇପାରିବେ । ପରିବେଶରେ ଉନ୍ନତି ଘଟିବ । ଆଶା କରିଥିବା ଜିନିଷ ଆପେ ଆପେ ଆସିଜିବ । ପର ପାଇଁ କାର୍ଯ୍ୟ କରିବେ ।
କର୍କଟ : ଗୃହରେ ଚିନ୍ତା ବଢ଼ିବ । ସମ୍ମାନ ମିଳିବ । ନିଜ କାର୍ଯ୍ୟରେ ଧନ୍ଦି ହେବେ । ଯାତ୍ରାଦିରୁ ଲାଭ ପାଇବେ । ଶତ୍ରୁର ସମ୍ମୁଖିନ ହେବେ । ଚିନ୍ତା ବଢ଼ିବ । ମନ ବ୍ୟାକୁଳ ରହିବ ।
ସିଂହ : ଆଜି ବୃଥା କାର୍ଯ୍ୟରେ ଦିନ କଟିବ । ମାନସିକ ଅଶାନ୍ତି ଭୋଗିବେ । ଦ୍ରବ୍ୟ ନାଶ ଘଟିପାରେ । ପରିବେଶରେ ଚିନ୍ତା ବଢ଼ିବ । ମୋହରେ ପଡ଼ି ଅପଦସ୍ତ ହେବେ ।
କନ୍ୟା : ଆଜି ସକାଳୁ ସକାଳୁ ଅତିଥିଙ୍କ ପାଇଁ ବ୍ୟସ୍ତ ହେବେ । ପାରିବାରିକ ଗଣ୍ଡଗୋଳ ଉପୁଜିପାରେ । ଭାତୃବିବାଦ ଦେଖାଦେବ । ପରିସ୍ଥିତି ପ୍ରତି ସଜାଗ ରହିବେ ।
ତୁଳା : ଯାତ୍ରାରେ ଶାନ୍ତି ଆନନ୍ଦ ଦେଖାଦେବ । ନିଜ ଲୋକଙ୍କର ସତ୍କାର କରିପାରନ୍ତି । ଅନେକ କ୍ଷେତ୍ରରେ ସାଫଲ୍ୟତା ମିଳିବ । କଥାରେ ଲୋକଙ୍କୁ ବାନ୍ଧି ରଖିବେ ।
ବିଛା : ଚନ୍ଦ୍ରଙ୍କ ପ୍ରଭାବରୁ ମନ ଓ ଦେହ ବହୁତ ଭଲ ରହିବ । ଆୟ ତୁଳନାରେ ବ୍ୟୟ ବଢ଼ିଯିବ । ଆଶା ସଫଳ ହେବ । କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ ।
ଧନୁ : ବହୁଦିନର ବୈତିଲ କାର୍ଯ୍ୟରେ ମନ ଦେଇ ପାରନ୍ତି । ଚାକିରୀରେ ପ୍ରାଧାନ୍ୟତା ବଢ଼ିବ । ବ୍ୟବସାୟରେ ଲାଭକ୍ଷତି ପ୍ରାୟ ସମାନ ହେବ । କାର୍ଯ୍ୟରେ ଶୃଙ୍ଖଳା ଦେଖାଦେବ ।
ମକର : ଆଜି ପାରିବାରିକ ଶାନ୍ତି ପାଇବେ । ପୈତୃକ ସମ୍ପତି ପାଇଁ ବିବାଦର ସମାଧାନ ହୋଇପାରେ । ଦ୍ରବ୍ୟାଦିଲାଭ କରିପାରନ୍ତି । ଶତ୍ରୁର ସମ୍ମୁଖିନ ହେବେ ।
କୁମ୍ଭ : ଆଜି ଅଯଥା ବ୍ୟୟଲାଭ ବଢ଼ିବ । ନୂଆ ବନ୍ଧୁ ସୃଷ୍ଟି ହୋଇପାରେ । ପରିସ୍ଥିତି ଆୟତଧିନ ହେବ । ପାରିବାରିକ ଗଣ୍ଡୋଗଳ ଉପୁଜିପାରେ । ଅତିଥିପାଇଁ ବ୍ୟସ୍ତ ରହିବେ ।
ମୀନ : ଆଜି ଦିନଟି ବ୍ୟକ୍ତିଗତ ଧନ୍ଦାରେ ବ୍ୟସ୍ତ ରହିବେ । ଚାକିରୀରେ ପଦୋନ୍ନତି ହେବ । ଅପ୍ରିୟ ପରିସ୍ଥିତିରେ ପଡ଼ିବେ । ଆୟର ଉନ୍ନତି ଘଟିବ । ଭ୍ରମଣ ଯୋଗ ରହିଛି । ଦକ୍ଷତାର ଉପଯୋଗ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking