43.9 C
Bhubaneswar
Friday, April 19, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ବିଭିନ୍ନ ସୂତ୍ରରୁ ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ ବିତାଇବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଂଚଳ ପ୍ରକୃତିର ହୋଇପାରନ୍ତି ।
ବୃଷ : ସରକାରୀ ସ୍ତରରେ ସମ୍ମାନିତ ହେବେ । ଅର୍ଥ ମିଳିବ । ରୋଜଗାରର ମାର୍ଗ ଉନ୍ନତ ହେବ । ଶ୍ରମ ସାର୍ଥକ ହେବ । କୂଳ ଉଜ୍ଜଳକାରୀ ହେବ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବେ ।
ମିଥୁନ : ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଚନ୍ଦ୍ରଙ୍କ ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭାଗ୍ୟଶାଳୀ ହେବେ ।
କର୍କଟ : ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । ଚିନ୍ତା ମୁକ୍ତି ହୋଇପାରନ୍ତି । ସାମାନ୍ୟ ମାତ୍ରାରେ ଶାରିରୀକ ପୀଡ଼ା ଅନୁଭବ କରିପାରନ୍ତି ।
ସିଂହ : ସ୍ୱାଭିମାନୀ ହୋଇପାରନ୍ତି । ବ୍ୟବସାୟରେ ଲାଭଜନକ ହେବାର ସୂଚନା ମିଳୁଛି । ଦୁର୍ଘଟଣାରୁ ରକ୍ଷା ପାଇଯିବେ । ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ସହାନୁଭୂତି ପାଇ ଉତଫୁଲିତ ହେବେ । ବ୍ୟବସାୟ ଲାଭଜନକ ହେବ ।
କନ୍ୟା : ସେବା ମନୋବୃତି ହୋଇପାରନ୍ତି । ଶାନ୍ତି ଓ ଧୈର୍ଯ୍ୟବାନ ହେବେ । ପତ୍ନୀଙ୍କର ଇଙ୍ଗିତରେ ଚଳିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶତ୍ରୁହନ୍ତା ହୋଇପାରନ୍ତି ।
ତୁଳା : ଆଜି ଚାକିରୀ କ୍ଷେତ୍ରରେ ଉଚ୍ଚ କର୍ତୃପକ୍ଷଙ୍କ ବିଶ୍ୱାସର ପାତ୍ର ହେବେ । ବନ୍ଧୁ ଦ୍ୱେଷୀ ହେବେ । ଆଶା କରାଯାଏ ଭଲ ମନ୍ଦ ମିଶ୍ରିତ ଫଳ ମିଳିବ । ଆୟ ବୃଦ୍ଧି ସୁଯୋଗ ସୃଷ୍ଟି ହୋଇଛି ।
ବିଛା : ଚଂଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭ ହୋଇପାରେ । ପୂର୍ବାନୁମାନ କରାଯାଇଛି, ଲଟେରୀ ଜିତିବାରେ ସୁଯୋଗ ଅଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ ।
ଧନୁ : ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ । ଧନ ପ୍ରାପ୍ତିର ସୁଖଭୋଗ କରିପାରନ୍ତି । ସେହି ଧନ ପାଇଁ ବାଦ ବିାଦ ଉପୁଜିପାରେ । ଦାନଶୀଳ ହୋଇପାରନ୍ତି ।
ମକର : ଶୋରଜନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ବୁଦ୍ଧିମାନ ହେବେ । ବନ୍ଧୁମିଳନ ଘଟିବାର ସମ୍ଭାବନା ଅଛି ।
କୁମ୍ଭ : ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହିତ ଅନ୍ୟମାନଙ୍କୁ ସଙ୍ଗଠିତ କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବ । ମଧୁରଭାଷୀ ହେବେ । ପ୍ରେମ ଓ ସାହାସୀ ହୋଇପାରନ୍ତି ।
ମୀନ : ଅନ୍ୟ କଥାରେ ପ୍ରଭାବିତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି । ପରଦେଶୀବାସୀ ସହନଶୀଳ ଶାନ୍ତିପ୍ରିୟ ହୋଇପାରନ୍ତି । ମିତ୍ର ସୁଖ ମିଳିପାରେ । ପତ୍ନୀ ପରାୟତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking