40.1 C
Bhubaneswar
Thursday, April 25, 2024
Homeରାଶିଫଳଆଜିର ରାଶିଫଳ 

ଆଜିର ରାଶିଫଳ 

ମେଷ : ଆଜି ମୋହରେ ପଡି ଅପଦସ୍ତ ହେବେ । ଗୃହରେ ବିବାଦ ଦେଖା ଦେଇପାରେ । ଆବଶ୍ୟକ ସହଯୋଗ ପାଇବେ । ଚିନ୍ତାରୁ ମୁକ୍ତି ମିଳିବ ।
ବୃଷ: କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦୂରୀଭୁତ ହେବ । ଭବିଷ୍ୟତ ପାଇଁ  ଯୋଜନା ପ୍ରସ୍ତୁତ କରିବେ । ବିଶୃଙ୍ଖଳା ଭିତରେ କାର୍ଯ୍ୟ କରିବ୍ୱୋନସିକ କଷ୍ଟ ପାଇବେ । ଆର୍ଥିକ ଅନାଟନ ଦୂର ହେବ ।
ମିଥୁନ: ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ବ୍ୟବସାୟରେ ଲାଭଜନକ ହୋଇପାରେ । ମନର ବଳ ହ୍ରାସ ପାଇବ । ଦେହ ସୁସ୍ଥ ରହିବ । ଆୟ ବିଶେଷ ଭଲ ରହିବ ।
କର୍କଟ: ଆଜି ବହୁଦିନର ଅଶା ପୂରଣ ହେବ । ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯିବାର ସୁଯୋଗ ଅଛି । ହଜି ଯାଇଥିବା ଦ୍ରବ୍ୟ ଫେରି ପାଇବେ । ଆମୋଦ ପ୍ରମୋଦରେ ଦିନ କଟିବ ।
ସିଂହ: ଆୟରେ ଉନ୍ନତି ଘଟିବ । ପରିବାରରେ ଅଶାନ୍ତି ବଢ଼ିବ । କାର୍ଯ୍ୟ କ୍ଷେତ୍ରରେ କଷ୍ଟ ପାଇବେ । ଅଟକିଥିବା  ଅର୍ଥ ମିଳିପାରେ । ସଫଳତାର ନିକଟବର୍ତ୍ତୀ ହେବେ ।
କନ୍ୟା: ମାନସିକ ଦ୍ୱନ୍ଦ୍ୱ ଅନୁଭବ କରିବେ । ଆୟ ପନ୍ଥା ବଢ଼ିବ । ଅର୍ଥ ବିନିଯୋଗ କରିବେ । ଅପ୍ରୀୟ ପରିସ୍ଥିତିରେ ପଡ଼ିବ । ମାନସିକ ଉତ୍ତେଜନା ଭୋଗିବେ । ସ୍ୱାସ୍ଥ୍ୟଭଲ ରହିବ ।
ତୁଳା: ଆଜି ସ୍ଥାନାନ୍ତର ଘଟିପାରେ । ଧୈର୍ଯ୍ୟର ଆବଶ୍ୟକତା ଉପୁଯିବ । ମନରେ ଆନନ୍ଦ ଅନୁଭବ କରିବେ । ମନ ଅଶାନ୍ତି ରହିବ । ଅର୍ଥ ସଂଗ୍ରହ କରିବେ ।
ବିଛା: କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁ ମେଳରେ ଦିନ କାଟିବେ । କର୍ମରୁ ଆଗ୍ରହ ହରାଇବେ । ପଡ଼ୋଶୀଙ୍କ ପାଇଁ ଚିନ୍ତା କରିବେ । ଆୟ ବଢ଼ିପାରେ । ଯୋଗାଯୋଗ ସଫଳ ହେବ ।
ଧନୁ: ଗୃହ ଉପକରଣ ସଂଗ୍ରହ କରିବେ । କାର୍ଯ୍ୟରେ ସଫଳତା ହେବେ । ଅଜଣାତରେ କ୍ଷତି ସହିବେ । ବିବାଦର ସମାଧାନ ହେବ । ପରିବାରରେ ଶାନ୍ତି ଫେରିବ ।
ମକର: ଆଜି କଷ୍ଟ ଭୋଗିଲେ ମଧ୍ୟ ଲାଭବାନ ହେବେ । ବନ୍ଧୁ ବିଚ୍ଛେଦ ଘଟିପାରେ । ଆର୍ôଥକ ସହଯୋଗ ମିଳିପାରେ । ଯାତ୍ରାଦିରେ ଲାଭବାନ ହେବେ । କାର୍ଯ୍ୟରେ ସଫଳତା ହାସଲ କରିବେ ।
କୁମ୍ଭ: ବାଧ୍ୟତାର ବଶବର୍ତ୍ତୀ ହେବେ । ବିରକ୍ତି ପ୍ରକାଶ କରିବେ । ଶତୃଦ୍ୱାରା ଉପକୃତ ହେବେ । ମନ ପ୍ରଫୁଲ୍ଲ ରହିବ । ପାରିବାରିକ ଜୀବନ ସୁଖରେ କଟିବ । ପରୀକ୍ଷାରେ ସଫଳତା ମିଳିବ ।
ମୀନ: ଆଜି କଳହାଦୀରେ ପଡ଼ିପାରନ୍ତି । ଅଭାବ ମେଣ୍ଟାଇ ପାରିବେ । ବହୁଦ୍ୱନ୍ଦ୍ୱରେ ପଡ଼ି କାର୍ଯ୍ୟ କରିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଖୁସି ହେବେ । ଅପ୍ରୀୟ ପରିସ୍ଥିତି ଉପୁଯିବ । ଆଳସ୍ୟ ଅନୁଭବ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking