ସମଲିଙ୍ଗୀ ସମ୍ପର୍କ କେବଳ ଶାରୀରିକ ନୁହେଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ପ୍ରଦାନ ମାମଲାର ଶୁଣାଣି ଗୁରୁବାର ସୁଦ୍ଧା ତୃତୀୟ ଦିନରେ ପହଞ୍ଚିଛି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ଉଭୟପକ୍ଷର ଯୁକ୍ତି ଶୁଣିଛନ୍ତି । ତେବେ ବିବାହ ପାଇଁ ଦୁଇଜଣ ପାର୍ଟନର ପୃଥକ ଲିଙ୍ଗ ବିଶିଷ୍ଟ ହୋଇଥିବା ଜରୁରୀ କି ବୋଲି ଜଷ୍ଟିସ ଚନ୍ଦ୍ରଚୂଡ ପ୍ରଶ୍ନ କରିଛନ୍ତି । ଆମେ ସମଲିଙ୍ଗୀ ସମ୍ପର୍କକୁ କେବଳ ଶାରୀରିକ ବୋଲି ବିବେଚନା କରୁନାହୁଁ, ବରଂ ଏହା ଦୁଇ … Continue reading ସମଲିଙ୍ଗୀ ସମ୍ପର୍କ କେବଳ ଶାରୀରିକ ନୁହେଁ: ସୁପ୍ରିମ୍‌କୋର୍ଟ