ଓଲିଉଡ୍ କଳି: ମୁଁ ଖୁସି  କାରଣ ସାରା ଓଡିଶା ମୋତେ ସପୋର୍ଟ କରୁଛି: ମନୋଜ ମିଶ୍ର

ଭୁବନେଶ୍ୱର:ନରସିଂହ ମିଶ୍ରଙ୍କ ବୟାନକୁ ନେଇ ମନୋଜ ମିଶ୍ରଙ୍କ ମନ୍ତବ୍ୟ । ସମସ୍ତଙ୍କ ସମର୍ଥନ କରିବା ଶୈଳି ଭିନ୍ନ ରହିଥାଏ । ନରସିଂହ ମିଶ୍ର ତାଙ୍କ ଶୈଳୀରେ ସମର୍ଥନ କଲେ । ମୁଁ ଖୁସି  କାରଣ ସାରା ଓଡିଶା ମୋତେ ସପୋର୍ଟ କରୁଛି । ବିବାଦ ହେଲେ ଓଡିଆ ସିନେମା ଆଗକୁ ଯାଇ ପାରିବନି । ସମସ୍ତ ଡିଷ୍ଟ୍ରିବ୍ୟୁଟରଙ୍କ ସହ ସରକାର ଆଲୋଚନା କରନ୍ତୁ । ମାସେ ପାଇଁ ଯେଭଳି ଓଡିଆ ଫିଲ୍ମ ହଲ୍‌ରୁ ହଟିବନି ତାର ବ୍ୟବସ୍ଥା … Continue reading ଓଲିଉଡ୍ କଳି: ମୁଁ ଖୁସି  କାରଣ ସାରା ଓଡିଶା ମୋତେ ସପୋର୍ଟ କରୁଛି: ମନୋଜ ମିଶ୍ର