27.1 C
Bhubaneswar
Friday, March 29, 2024
Homeଓଡିଶାଯାଜପୁରରେ ରଂଗର ପର୍ବ ହୋଲି ପାଳିତ

ଯାଜପୁରରେ ରଂଗର ପର୍ବ ହୋଲି ପାଳିତ

ଯାଜପୁର: ଆଜି ପବିତ୍ର ଦୋଳପୂର୍ଣ୍ଣିମା । ଏହି ଦିନ ଯାଜପୁରରେ ରଂଗର ପର୍ବ ହୋଲି ପାଳିତ ହୋଇଥାଏ । ଆଜି ଏହି ଅବସରରେ ବିଭିନ୍ନ ବୟସର ବ୍ୟକ୍ତିବିଶେଷ ରଂଗ ଖେଳି ପରସ୍ପର ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଥିଲେ । ବିରଜା ମନ୍ଦୀର ଅଂଚଳରେ ସ୍ଥାନୀୟ ଯୁବକ ମାନେ ରଂଗର ପର୍ବ ହୋଲି ଖେଳିଥିଲେ । ଏଥିରେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ମଧ୍ୟ ସାମିଲ ହୋଇ ହୋଲି ଖେଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking