ବିବାଦ ଘେରରେ ହକି ତାରକା ବୀରେନ୍ଦ୍ର ଲାକ୍ରା

ଭୁବନେଶ୍ବର: ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାମରେ ସଙ୍ଗୀନ ହତ୍ୟା ଅଭିଯୋଗ । ଗତ ଫେବ୍ରୁଆରୀ ମାସରେ ରହସ୍ୟଜନକ ମୃତ୍ୟୁ ହୋଇଥିବା ଆନନ୍ଦ ଟପ୍ପୋଙ୍କ ପରିବାର ଏହି ଅଭିଯୋଗ ଆଣିଛନ୍ତି । ଅନ୍ତର୍ଜାତୀୟ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଆନନ୍ଦଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତକୁ ପ୍ରଭାବିତ କରିବା ସମ୍ଭାବନା ଥିବା ଅଭିଯୋଗ କରିଛନ୍ତି ମୃତ ଆନନ୍ଦଙ୍କ ବାପା । ବନ୍ଧନା ଟପ୍ପୋ ରବିବାର ଏ ନେଇ ଅଭିଯୋଗ ଆଣି କହିଛନ୍ତି, ଭୁବନେଶ୍ବରରେ ତାଙ୍କ ପୁଅ ଆନନ୍ଦ … Continue reading ବିବାଦ ଘେରରେ ହକି ତାରକା ବୀରେନ୍ଦ୍ର ଲାକ୍ରା