ନୂତନ ହାଇଟେକ ଥାନା ଉଦଘାଟିତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ ଏକ ନୂତନ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଏହାର ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ ,ଏସପି ବି.ଗଙ୍ଗାଧର, ଧର୍ମଗଡ଼ ଉପଜିଲ୍ଲାପାଳ ଟିଏସ ଦିବାକର ସମେତ ବହୁ ଆଇନଜୀବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଏହି ଥାନା ହାଇଟେକ ପ୍ରଣାଳୀରେ ନିର୍ମିତ ହୋଇଥିବା ବେଳେ ସବୁ କାର୍ଯ୍ୟ ତୁଲାଇବାରେ ସୁବିଧା ଜନକ ହେବ ବୋଲି ଡ଼ିଆଇଜି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here