ଇସ୍ରୋରେ ଐତିହାସିକ ମିଶନ

ନୂଆଦିଲ୍ଲୀ: ଇତିଆସ ରଚିଲା ଇସ୍ରୋ, ନୂଆବର୍ଷରେ ଐତିଆସିକ ମିଶନ । ପିଏସଏଲଭି-ସି୫୮ ଜରିଆରେ ଏକ୍ସପୋସାଟ୍‌ର ସଫଳ ଉତ୍‌କ୍ଷେପଣ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଏକ୍ସପୋସାଟ ର ସଫଳ ଉତ୍‌କ୍ଷେପଣ । ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେଲା ଏକ୍ସପୋସାଟ୍ । ବ୍ଲାକ୍ ହୋଲ ଓ ନ୍ୟୁଟ୍ରନ୍ ଷ୍ଟାର ସମ୍ପର୍କରେ ଅଧ୍ୟୟନ କରିବ । ସାଢେ ୯ କୋଟି ବ୍ୟୟ, ୫ ବର୍ଷ ପାଇଁ କାର୍ଯ୍ୟ କରିବ ଏକ୍ସପୋସାଟ୍ । କାର୍ ଓଲଟି ୬ ମୃତ