20.1 C
Bhubaneswar
Sunday, December 7, 2025
Homeଓଡିଶାଆଜିଠୁ ଐତିହାସିକ ବାଲିଯାତ୍ରା

ଆଜିଠୁ ଐତିହାସିକ ବାଲିଯାତ୍ରା

କଟକ: ଆଜିଠୁ ଦୁଲୁକିବ କଟକ ମହାନଦୀ ପଠା । ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ବିସ୍ତୀର୍ଣ୍ଣ ବାଲୁକା ଶଜ୍ୟାରେ ୮ ଦିନ ଚାଲିବ ବିପଣୀ । ଷ୍ଟଲ ସଜାଇବାରେ ବ୍ୟସ୍ତ ବ୍ୟବସାୟୀ । ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ୮ ଦିନ ଧରି ରଙ୍ଗାରଙ୍ଗ ମ୍ୟୁଜିକାଲ ନାଇଟ ରାତି ୧୧ ଟା ଯାଏ ଆୟୋଜିତ ହେବ । ସେପଟେ ଉପର ବାଲିଯାତ୍ରା ପଡିଆକୁ ନେଇ ବ୍ଯବସାୟୀଙ୍କ ଅସନ୍ତୋଷ ଜାରି ରହିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଚତୁରତାର ସହ ଉପର ପଡ଼ିଆରେ ଯାତ୍ରା ଆୟୋଜନ ବନ୍ଦ କରି ଲୋକଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ଅଭିଯୋଗ ହୋଇଛି । ତେବେ ଉପର ପଡ଼ିଆରେ ଉଠା ଦୋକାନୀଙ୍କୁ ସୁଯୋଗ ଦିଆଯାଇଥିବାବେଳେ ଦହିବରା ଜୋନ ଓ ପିଲାଙ୍କ ମନୋରଞ୍ଜନ ପାଇଁ ପ୍ଲେ ଜୋନର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking