26.1 C
Bhubaneswar
Sunday, January 23, 2022
Homeଓଡିଶା୧୮ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

୧୮ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର : ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସୋମବାର ୧୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହୋଇଛି  । ଆଜି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୯.୩୯ ଫୁଟ୍ ରହିଛି । ୧୮ଟି ଗେଟ୍ ଦେଇ ବନ୍ୟାଜନ ନିଷ୍କାସିତ ହେଉଛି । ଆଜି ୧୮ଟି ଗେଟ୍ ଦେଇ ୨ ଲକ୍ଷ ୯୮ ହଜାର ୧୪୫ କ୍ୟାସେକ୍ ଜଳ ଛଡାଯାଉଥିବାବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୮୮ ହଜାର ୬୧୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।

ଉପରମୁଣ୍ଡରେ ବର୍ଷା ତଥା ଜଳଭଣ୍ଡାରକୁ ଜଳପ୍ରବେଶକୁ ଦୃଷ୍ଟିରେ ରଖି ଡ୍ୟାମ୍ କର୍ତ୍ତୃପକ୍ଷ ୧୮ଟି ଗେଟ୍ ଖୋଲିଛନ୍ତି । ରାଜ୍ୟର କିଛିଟା ଜିଲ୍ଲାରେ ଲଗାଣ ବର୍ଷା ଓ ଜଳପତ୍ତନ ବୃଦ୍ଧି ପାଇବା ଗେଟ୍ ଖୋଲା ଯିବାର ମୁଖ୍ୟ କାରଣ ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking