30.1 C
Bhubaneswar
Thursday, April 25, 2024
Homeଓଡିଶାଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଉ – ଶଙ୍କରାଚାର୍ଯ୍ୟ

ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଉ – ଶଙ୍କରାଚାର୍ଯ୍ୟ

ପୁରୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତିକ୍ରିୟା ।
ସେ କହିଛନ୍ତି ଯେ,ବିଶ୍ୱରେ ମୋଟ ୨୦୪ଟି ଦେଶରୁ ଅନେକ ଖ୍ରୀଷ୍ଟିଆନ,ମୁସଲିସ, ହିନ୍ଦୁ ମାନେ ବସବାସ କରୁଥିଲେ ବି ହିନ୍ଦୁ ରାଷ୍ଟ୍ର ନାହିଁ । ଜାତିସଂଘ ପକ୍ଷରୁ ଭାରତ, ନେପାଳ, ଭୁଟାନକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା ହେଉ । ଅନ୍ୟତ୍ର ଉତ୍ପୀଡନର ଶିକାର ହିନ୍ଦୁଙ୍କୁ ଏହି ୩ ରାଷ୍ଟ୍ରରେ ଥଇଥାନ କରାଯାଉ ଏବଂ ଜାତିସଂଘରେ ଏନେଇ ସ୍ୱତନ୍ତ୍ର ନ୍ୟାୟାଳୟ ପ୍ରତିଷ୍ଠା କରାଯାଉ । ବିଭିନ୍ନ ଦେଶର ଧର୍ମୀୟ ସଂଖ୍ୟାଲଘୁଙ୍କୁ ଥଇଥାନ ପାଇଁ ନ୍ୟାୟାଳୟ କାମ କରୁ । ଏହା ସହ ଦେଶର ହିତ ପାଇଁ କିଛି ପଦକ୍ଷେପ ନେବା ପୂର୍ବରୁ ବିଚାରବିମର୍ଶ ଉଚିତ । ସିଏଏ ନେଇ ପୂର୍ବରୁ ସମୀକ୍ଷା କରିଥଲେ ଯାହା ଅଶାନ୍ତି ହେଲା, ତାହା ହୋଇନଥାନ୍ତା ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।
https://onakhabar.com/2020/01/03/sankaracharya/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking