30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପୁଣି ବଢିଲା ପେଟ୍ରୋଲ ଦର

ପୁଣି ବଢିଲା ପେଟ୍ରୋଲ ଦର

ଭୁବନେଶ୍ୱର : ଆଜି ରେକର୍ଡ଼ ପାରି କରିଛି ପେଟ୍ରୋଲ ଦର । ରାଜଧାନୀରେ ଲିଟର ପିଛା ୮୫ ଟଙ୍କା ପାର ହୋଇଛି । ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢି ୮୫ ଟଙ୍କା ୯ ପଇସାରେ ପହଞ୍ଚିଛି । ଏହା ସହିତ ଡିଜେଲର ମୁଲ୍ୟ ମଧ୍ୟ ୨୭ ପଇସା ବଢିଛି । ଏହା ବଢି ଳିଟର ପିଛା ୮୧ ଟଙ୍କା ୨୯ ପଇସାରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି ଉତ୍କଳ ପ୍ରେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂମ୍ପାଦକ ସଞ୍ଜୟ ଲାଡ । ଅନ୍ତଜାର୍ତିୟ ବଜାରରେ ଅଶୋଧିତ ତୈଳ ଦର ବଢୁଥିବାରୁ ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡ଼ିଜେଲର ମୁଲ୍ୟ ବଢାଉଛନ୍ତି ବୋଲି ସୂଚନା ମିଳିଛି । ଗତ କିଛି ମାସ ହେବ ଏହି ତୈଳ ଦର ଲଗାତର ଭାବେ ବୃଦ୍ଧି ହେବାରେ ଲାଗିଛି । ଯାହାକି ଜନ ସାଧାରଣଙ୍କୁ ଚିନ୍ତାରେ ପକାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking