31.1 C
Bhubaneswar
Friday, March 29, 2024
Homeଓଡିଶାଜଗତସିଂହପୁର , ପୁରୀକୁ ବେଶୀ ବିପଦ

ଜଗତସିଂହପୁର , ପୁରୀକୁ ବେଶୀ ବିପଦ

ଭୁବନେଶ୍ୱର : ବନ୍ୟାରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ପ୍ରଭାବିତ ହେବ । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହେବ । କେନ୍ଦ୍ରାପଡା ଜିଲ୍ଲାର ୩୦ ରୁ ୪୦ ଭାଗ ପ୍ରଭାବିତ ହେବ । କଟକ ର ନିଶ୍ଚିନ୍ତକୋଇଲି, ଆଠଗଡ , ବାଙ୍କୀରେ ପ୍ରଭାବ ପଡିବ । ନୟାଗଡ, କଣ୍ଟିଲୋ , ଭାପୁର ଓ ବୈାଦ୍ଧର ହରଭଙ୍ଗା ଜଳମଗ୍ନ ହେବ । ସୋନପୁର ଜିଲ୍ଲାର ବୀରମହାରାଜପୁର ଉପରେ ପ୍ରଭାବ ପଡିବ । ଏ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ବଡ ବନ୍ୟା ଟାଳିବାକୁ କସରତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking