34.1 C
Bhubaneswar
Thursday, April 25, 2024
Homeଓଡିଶା୨୭ ପର୍ଯ୍ୟନ୍ତ ହାଇକୋର୍ଟ ସଟ୍‌ଡାଉନ

୨୭ ପର୍ଯ୍ୟନ୍ତ ହାଇକୋର୍ଟ ସଟ୍‌ଡାଉନ

କଟକ : ଅତ୍ୟଧିକ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ ୨୭ ତାରିଖ ପର‌୍ୟ୍ୟନ୍ତ ହାଇକୋର୍ଟ  ସମେତ ଏହାର କାର‌୍ୟ୍ୟାଳୟକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରାଯାଇଛି । ଆସନ୍ତା ୨୮ତାରିଖରେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । ସମଗ୍ର ରାଜ୍ୟରେ ତଥା କଟକ ଜିଲ୍ଲାରେ ଅତ୍ୟଧିକ କରୋନା ସଂକ୍ରମଣ ତଥା ହାଇକୋର୍ଟ କାର‌୍ୟ୍ୟାଳୟରେ ବହୁ କର୍ମଚାରୀ କୋଭିଡ୍ -୧୯ରେ ଆକ୍ରାନ୍ତ ହେବା ଘଟଣାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ୨୦ରୁ ୨୭ ତାରିଖ ମଧ୍ୟରେ କେବଳ ଅତି ଜରୁରୀ ମାମଲା ଥିଲେ ଶୁଣାଣି ପାଇଁ ରେଜିଷ୍ଟ୍ରାର୍ ଜୁଡିସିଆଲ୍‌ଙ୍କୁ  ଇ-ମେଲ୍ ଜରିଆରେ ଦିନ ୧୧ଟାରୁ ୧୨ ମଧ୍ୟରେ ଜଣାଇବାକୁ ପଡ଼ିିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking