40.1 C
Bhubaneswar
Thursday, April 25, 2024
Homeଓଡିଶାଶୁକ୍ରବାର ହାଇକୋର୍ଟ ଛୁଟି

ଶୁକ୍ରବାର ହାଇକୋର୍ଟ ଛୁଟି

କଟକ: ସରସ୍ୱତୀ ପୂଜା ପରଦିନ ଅର୍ଥାତ ଶୁକ୍ରବାରକୁ ହାଇକୋର୍ଟ ଛୁଟି ଘୋଷଣା କରିଛନ୍ତି । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର୍‌ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ଛୁଟି ଦିବସ ବଦଳରେ ୨୦୨୦ ନଭେମ୍ବର ୭ତାରିଖ ଅର୍ଥାତ୍ ଶନିବାର ଦିନକୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇଛି । ଆଇନଜୀବୀଙ୍କ ଅନୁରୋଧ କ୍ରମେ ହାଇକୋର୍ଟ ସରସ୍ୱତୀ ପୂଜା ପରଦିନ ଶୁକ୍ରବାରକୁ ଛୁଟି ଘୋଷଣା କରାଯାଇଥିବା ଜଣାପଡ଼ିଛି ।
https://onakhabar.com/2020/01/29/spoken-english-will-start-to-class-1/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking