ହାଇକୋର୍ଟ ବେଞ୍ଚ ଆଉ ମହତ୍ୱପୂର୍ଣ୍ଣ ନୁହେଁ: ଅର୍ଜୁନରାମ ମେଘୱାଲ

ଭୁବନେଶ୍ୱର: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରସଙ୍ଗରେ ମେଘସ୍‌ôାଲଙ୍କ ମନ୍ତବ୍ୟ । ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ବେଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସୁପାରିସ ଦରକାର । ଏମାନଙ୍କ ସୁପାରିସ ପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ସହମତି ଜରୁରୀ । ଏବେ ବେଞ୍ଚ ଅପେକ୍ଷା ଆମେ ଇ କୋର୍ଟକୁ ଅଧିକ ଗୁରୁତ୍ୱ ଦେଉଛି । ଇ-କୋର୍ଟ କାମରେ ଓଡିଶା ଅନ୍ୟ ଅପେକ୍ଷା ଭଲ କରୁଛି ବୋଲି … Continue reading ହାଇକୋର୍ଟ ବେଞ୍ଚ ଆଉ ମହତ୍ୱପୂର୍ଣ୍ଣ ନୁହେଁ: ଅର୍ଜୁନରାମ ମେଘୱାଲ