43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶ'ତାଉ- ତେ' ପାଇଁ ହାଇ ଆଲର୍ଟ

‘ତାଉ- ତେ’ ପାଇଁ ହାଇ ଆଲର୍ଟ

ନୂଆଦିଲ୍ଲୀ: ୧୮ ତାରିଖ ସକାଳ ସୁଦ୍ଧା ଗୁଜୁରାଟ ଉପକୂଳ ଛୁଇଁପାର ବାତ୍ୟା ତାଉ – ତେ । ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦-୧୬୦ କିମି ସହ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି । ବାତ୍ୟା ତାଉ ତେ କୁ ନଜରରେ ରଖି ୭୯ ଟି ଏନ୍ ଡି ଆର ଏଫ୍ ଟିମ ନିୟୋଜିତ ହେବେ । ସ୍ଥଳସେନା, ନୌସେନା, ତଟରକ୍ଷୀ ବାହିନୀ ଙ୍କୁ ମଧ୍ୟ ଆଲର୍ଟ କରାଯାଇଛି । ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜୁରାଟ ଉପକୂଳବର୍ତ୍ତୀ ଅଞ୍ଚଳକୁ ହାଇ ଆଲର୍ଟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking