37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଲଢାଯିବ ୨୦୨୨ ୟୁପି ବିଧାନସଭା ନିର୍ବାଚନ

ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଲଢାଯିବ ୨୦୨୨ ୟୁପି ବିଧାନସଭା ନିର୍ବାଚନ

ମଥୁରା: ମଥୁରାରୁ ଭାରତୀୟ ଜନତା ପାର୍ଟି ସାଂସଦ ହେମା ମାଳିନୀ କହିଛନ୍ତି ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଲଢାଯିବ । ସେ କହିଛନ୍ତି, ସିଏମ ଯୋଗୀ, ଗତ ୪ ବର୍ଷରେ ଉତ୍ତରପ୍ରଦେଶର ବିକାଶ କରିଛନ୍ତି । ଏହାପୂର୍ବରୁ ମଥୁରାରୁ ଲୋକସଭା ସାସଂଦ କହିଥିଲେ, ‘ମୁଁ କରୋନା ଭ୍ୟାକ୍ସିନର ଡୋଜ୍ ନେଇସାରିଛି । ଭ୍ୟାକ୍ସିନ ନେବା ପରେ ମୋ ସମର୍ଥକମାନେ ବି ଟିକା ନେଇଛନ୍ତି । ସେଥିପାଇଁ ମୁଁ ଦେଶବାସୀଙ୍କୁ କିହାକୁ ଚାହିଁବି ସମସ୍ତେ ଟିକା ନିଅନ୍ତୁ । ଯଦି ସମସ୍ତେ ନେଇଯିବେ, ତେବେ ତୃତୀୟ ଲହର ଆସିବାର ଆଶଙ୍କା ରହିବନି । ଅ୍ଧମ ଯଦି ବି ଆସେ, ତେହେ ସ୍ଥିତି ଜଟିଳ ହେବନାହିଁ । ସେଥିପାଇଁ ସମସ୍ତେ ଟିକା ନିଅନ୍ତୁ । କରୋନାରୁ ବର୍ତିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ହେଲେ ଏଥିପାଁ ଲୋକେ ବି କରୋନା ନିୟମ ପାଳନ କରିବା ଉଚିତ୍ । ୩ୟ ଲହର ମୁକାବିଲା ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ହେଲେ ଆମ ସମସ୍ତଙ୍କୁ ବି ସାବଧାନ ରହିବାକୁ ହେବ । ସେଥିପାଇଁ ଟିକାକରଣ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ବିନା ଦ୍ୱନ୍ଦରେ ଲୋକେ ଟିକା ନେବା ଦରକାର’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking