37.1 C
Bhubaneswar
Thursday, March 28, 2024
Homeଓଡିଶାବାଇ୍‌କ ପଛରେ ବସିଲେ ମଧ୍ୟ ହେଲମେଟ ପିିନ୍ଧିବା ବାଧ୍ୟତାମୂଳକ

ବାଇ୍‌କ ପଛରେ ବସିଲେ ମଧ୍ୟ ହେଲମେଟ ପିିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର : ଏବେ ବାଇକ ପଛରେ ବସୁଥିବା ବ୍ୟକ୍ତିଙ୍କୁ ହେଲମେଟ ପିନ୍ଧିବାକୁ ପଡ଼ିବ । ଏନେଇ ସୂଚନା ଦେଇଛନ୍ତି ସଡ଼କ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆସନ୍ତା ବର୍ଷ ଜାନୂଆରୀରୁ ଏହି ନୂଆ ନିୟମ ଲାଗୁ କରାଯିବ ଓ କଡ଼ାକଡ଼ି କରାଯିବ । ଏବେ କେବଳ ସଚେତନତା କରାଯାଉଛି ପରେ ନିୟମ ଲାଗୁ କରାଯିବ । ଏହି ନିୟମ ପୂର୍ବରୁ କରାଯାଇଥିଲେ ମଧ୍ୟ କୋରନା ଯୋଗୁଁ ଲାଗୁ କରାଯାଇନଥିଲା । ଏବେ ସୁପ୍ରିମ କୋର୍ଟ ତାଗିଦ କରିବାରୁ ଆସନ୍ତା ବର୍ଷ ଠାରୁ ଏହା ପାଳନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking