34.1 C
Bhubaneswar
Thursday, April 25, 2024
Homeଓଡିଶାକଦଳୀରେ ତିଆରି ଶେକ୍ ପିଉଛନ୍ତିକି ହୋଇପାରେ ଅସୁବିଧା...

କଦଳୀରେ ତିଆରି ଶେକ୍ ପିଉଛନ୍ତିକି ହୋଇପାରେ ଅସୁବିଧା…

ଭୁବନେଶ୍ୱର : କଦଳୀରେ ତିଆରି ଶେକ୍ ଖାଇବା କୁ ଭାରିସୁଆଦିଆ ଲାଗେ । କିନ୍ତୁଏହା କ୍ଷତିକାରକ ବୋଲି ଜଣାପଡ଼ିଛି । କ୍ଷୀର ଓ କଦଳୀ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । କିନ୍ତୁ କଦଳୀରେ ତିଆରି ଶେକ୍ ସ୍ୱାସ୍ଥ୍ୟର କ୍ଷତିକରି ପାରେ ।କ୍ଷୀର ଓ କଦଳୀରେ ଭରପୂର ମାତ୍ରାରେ ପୋଷକତ୍ୱ ଥିବାରୁ ଲୋକମାନେ ଏହାକ ସ୍ୱାସ୍ଥ୍ୟକାରୀ ବୋଲି ମାନନ୍ତି । ଏହି କାରଣରୁସମସ୍ତେ କଦଳୀରେ ତିଆରି ଶେକ୍ ପିଇବାକୁ ପସନ୍ଦ କରନ୍ତି ।

ଜଣେ ଆୟୁର୍ବେଦର ଡାକ୍ତର କହିଛନ୍ତି ଯେ ଅନେକ ଫଳ ରହିଛି ଯେଉଁଥିରେ ସାଇଟ୍ରିକ ଏସିଡ଼୍ ଥାଏ । ଏହି କାରଣରୁ ସେହିଫଳ ରେ କ୍ଷୀର, ସହିତ କଦଳୀ ମିଶାଇଲେ ହଜମ ହେବା କଷ୍ଟକର ହୋଇଥାଏ ଓ ପାଚନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁ ଲୋକମାନେ ଅଧିକମାତ୍ରାରେ କଦଳୀ ତିଆରି ଶେକ୍  ପିଅନ୍ତି ସେମାନଙ୍କର କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇଥାଏ ଓ ହୃଦୟ ସହିତ ଜଡ଼ିତ ସମସ୍ୟା ଦେଖାଦିଏ । ଯେପରି ହୃଦଘାତ । ଏହି ଶେକ ପିଇବା ପରେ ଲୋକମାନଙ୍କ ର ଶରୀରରେ ବ୍ୟଥା ହେବାର ମଧ୍ୟ ଦେଖାଦିଏ । କିନ୍ତୁ ସାଧାରଣତଃ ସମସ୍ତେଏହା ଜାଣି ପାରନ୍ତି ନାହିଁ । କଦଳୀ ଶେକରେ ଥିବା ତ୍ୱରକାରଣରୁ ଏହା ଦହି ବା ଲେମ୍ବୁ ପରି କାମ କରିଥାଏ ଓ ପାଚନ ସମ୍ବନ୍ଧିତ ସମସ୍ୟା ଦେଖା ଦେଇଥାଏ ।ଏହା ବ୍ୟତୀତ ଏସିଡ଼ିଟି ହେବାର ମଧ୍ୟ ସମ୍ଭାବନା ରହିଛି ।
https://onakhabar.com/2020/03/08/international-womens-day/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking