39.1 C
Bhubaneswar
Wednesday, April 24, 2024
Homeଓଡିଶାଯାଜପୁର ଠାରେ ମହିଳା ସ୍ଵାସ୍ଥ ଶିବିର ଅନୁଷ୍ଠିତ

ଯାଜପୁର ଠାରେ ମହିଳା ସ୍ଵାସ୍ଥ ଶିବିର ଅନୁଷ୍ଠିତ

ଯାଜପୁର : ନବଉତ୍କଳ ମହିଳା ସମିତି ପକ୍ଷରୁ ଯାଜପୁର ମହିଳା ସ୍ଵାସ୍ଥ ଶିବିର ଅନୁଷ୍ଠିତ ହୋଇଛି । ବ୍ଯାସନଗର ସ୍ଥିତ ଅଫିସ୍ ଗୃହରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର କୂଳମଣୀ ବାରିକଙ୍କ ତତ୍ୱାବଧାନରେ ସତୁରୀ ଜଣ ମହିଳା ଙ୍କୁ ମାଗଣାରେ ଚିକିତ୍ସା କରାଯିବା ସହିତ ଔଷଧ ମଧ୍ୟ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ୍ ଯଶୋବନ୍ତ ମିଶ୍ର,ଫାର୍ମାସିଷ୍ଟ୍ ଦୀପ୍ତି ପଣ୍ଡା, ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଚିତ୍ରାଙ୍ଗଦା ଧୀର୍ ସାମନ୍ତ ଏବଂ ଷ୍ଟାଫ୍ ନର୍ସ ସୁଚିତ୍ରା ଦିଦିଙ୍କ ସହିତ ସମିତିର କର୍ମକର୍ତ୍ତା ଶାନ୍ତି ଲତା ମାଝୀ ,ଅମୁଲି ପହି, ଜୟନ୍ତୀ ଜେନା, ସୁନିତା ବାରିକ, କବିତା ପାତ୍ର, କୁନି ଓଝା, ଜଞ୍ଜାଳି ମଳିକ, ରିନା ସ୍ବାଇଁ, ମଲ୍ଲିକା ମାରାଣ୍ଡି, ସଞ୍ଜୁଲତା ଜେନା ପ୍ରମୁଖ ଯୋଗଦେଇ ଥିଲେ।
https://onakhabar.com/2020/02/24/accident-mayurbhanj/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking