27.1 C
Bhubaneswar
Friday, March 29, 2024
Homeଓଡିଶା୧୨ଟା ୩୦ ଯାଏ ଟ୍ୱିନ ସିଟିରେ ବର୍ଷା

୧୨ଟା ୩୦ ଯାଏ ଟ୍ୱିନ ସିଟିରେ ବର୍ଷା

ଭୁବନେଶ୍ୱର: ଆଜି ଦିନ ୧୨ଟା ୩୦ ପର୍ଯ୍ୟନ୍ତ କଟକ ଭୁବନେଶ୍ୱରରେ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବି ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ରାସ୍ତାଘାଟ ଭଲରେ ଦିଶିବନି, ଟ୍ରାଫିକ ଜାମ ହେବାର ସମ୍ଭାବନା ରହିଛି । ଯଥା ସମ୍ଭବ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking