ହିମାଚଳରେ ବାଦଲଫଟା ବର୍ଷା: ଅକାଳରେ ଚାଲିଗଲା ୭ ଜୀବନ

ହିମାଚଳପ୍ରଦେଶ: ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ ବାଦଲଫଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କନ୍ଦାଘାଟ ସବ୍‌ଡିଭିଜନ ଜାଡୋନ ଗାଁର ବୋଲି ସୂଚନା ମିଳିଛି। ସେପଟେ ମାମ୍‌ଲିଗ ଗାଁରେ ବାଦଲଫଟା ବର୍ଷା ପରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ୨ଟି ଘର ମଧ୍ୟ ଧୋଇ ହୋଇଯାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଭାବିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ଲାଗି ସେ … Continue reading ହିମାଚଳରେ ବାଦଲଫଟା ବର୍ଷା: ଅକାଳରେ ଚାଲିଗଲା ୭ ଜୀବନ