26.1 C
Bhubaneswar
Sunday, December 7, 2025
Homeଓଡିଶାପ୍ରବଳ ବର୍ଷା: ୧୬ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ

ପ୍ରବଳ ବର୍ଷା: ୧୬ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ

ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ।  ୭ ଜିଲ୍ଲାକୁ ରେଡ ଓ ୧୬ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ।  ଭୀଷଣ ବର୍ଷା ନେଇ ପୁରୀ, ଗଜପତି, ଗଞ୍ଜାମ,  ରାୟଗଡା, କୋରାପୁଟ, କଳାହାଣ୍ଡି, କନ୍ଧମାଳକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।  ବିଜୁଳି ଘଡଘଡି ସହ ବର୍ଷାକୁ ନେଇ ମୟୁରଭଞ୍ଜ, ବାଲେଶ୍ୱର , ଭଦ୍ରକ, କେନ୍ଦ୍ରାପଡା,ଜଗତସିଂହପୁର, ଯାଜପୁର, କଟକ,  ଖୋର୍ଦ୍ଧା , ନୟାଗଡ, ଢେଙ୍କାନାଳ, ଅନୁଗୁଳ,  ବୌଦ୍ଧ, ସୋନପୁର,ବଲାଙ୍ଗୀର ନବରଙ୍ଗପୁର, ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ  ଆଲର୍ଟ ଜାରି କରାଯାଇଛି ।   ବର୍ଷା ସାଙ୍ଗକୁ  ପବନର ବେଗ ଅଧିକ  ରହିବ ।  ବାଲେଶ୍ୱର ବାହାନଗାରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ ହୋଇଥିବାବେଳେ  ଏହାର ପ୍ରଭାବରେ ଟୁଇନ ସିଟିରେ ଲାଗି ରହିଛି ବର୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking