29.1 C
Bhubaneswar
Friday, April 26, 2024
Homeଓଡିଶା୨୪ ଘଣ୍ଟାରେ ଏହି ସ୍ଥାନରେ ବର୍ଷା

୨୪ ଘଣ୍ଟାରେ ଏହି ସ୍ଥାନରେ ବର୍ଷା

ଭୁବନେଶ୍ଵର: ରାଜ୍ୟରେ ଲଘୁଚାପ ପ୍ରଭାବରେ ଚାରିଆଡ଼େ ପ୍ରବଳ ବର୍ଷା ହୋଇଛି । ଏହା ପ୍ରଭାବରେ ଗତ ୨୪ଘଣ୍ଟାରେ ରାଜ୍ୟର ୪ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ରେକର୍ଡ଼ କରାଯାଇଛି । ୪ଟି ସ୍ଥାନ ତଥା ଗଜପତିର ପାରଳାଖେମୁଣ୍ଡିରେ ସର୍ବାଧିକ ୭୨.୪ମିମି, ଗଞ୍ଜାମର ମାଧବରିଡ଼ା ଓ ବେଲଗୁଣ୍ଠାରେ ୭୨ ମିମି, କେନ୍ଦୁଝରର ତେଲ କୋଇରେ ୭୦ମିମି ବର୍ଷା ହୋଇଛି । ଏହାସହ ଆସନ୍ତା ୧୩ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking