ଭଦ୍ରକ, ଯାଜପୁର ଓ ଆନ୍ଦପୁରରେ ପ୍ରଚଣ୍ଡ ଶବ୍ଦ, ଲୋକେ ଭୟଭିତ

ଭୁବନେଶ୍ୱର : ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା । ଭଦ୍ରକ, ଯାଜପୁର ଓ ଆନ୍ଦପୁରରେ ପ୍ରଚଣ୍ଡ ଶବ୍ଦ । ବଡ଼ ବୋମା ଭଳି ପ୍ରଚଣ୍ଡ ଶବ୍ଦ ହୋଇ ବିସ୍ଫୋରଣ ଥରିଲା ସମଗ୍ର ଅଞ୍ଚଳ । ଭୟରେ ଲୋକାମନେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ । ହେଲେ କେଉ କାରଣରୁ ଏଭଳି ଶବ୍ଦ ହେଲା କିଛି ବର୍ତ୍ତମାନ ସୁଦ୍ଧା ବି ସ୍ପଷ୍ଟ ହୋଇନାହିଁ । ଲୋକମାନେ ଏବେ ବି ଭୟରେ ଅଛନ୍ତି । କାହିଁକି ଏମିତି … Continue reading ଭଦ୍ରକ, ଯାଜପୁର ଓ ଆନ୍ଦପୁରରେ ପ୍ରଚଣ୍ଡ ଶବ୍ଦ, ଲୋକେ ଭୟଭିତ