26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଲଗାଣ ଲଘୁଚାପ ଜନିତ ବର୍ଷା ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ

ଲଗାଣ ଲଘୁଚାପ ଜନିତ ବର୍ଷା ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ

ଯାଜପୁର: ଲଗାଣ ଲଘୁଚାପ ଜନିତ ବର୍ଷା ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି l ଫଳରେ ନଦୀ ତଟବର୍ତ୍ତୀ ଗ୍ରାମ୍ୟ ଗୁଡିକରେ ବନ୍ୟାଜଳ ପଶି ହ୍ରଦର ଭ୍ରମ ସୃଷ୍ଟି କରୁଛି l ଯାଜପୁର ଜିଲ୍ଲା କୋରେଇ ବ୍ଲକ ର ତଣ୍ଡାରା, ବରେଇ, ପହନଗା, ଓ ରାଉତରାପୁର ସମେତ ବହୁ ଗ୍ରାମ ଜଲଘେରା ମଧ୍ୟରେ ରହିଛି l ଫଳରେ ବହୁ ଚାଳ ଛପର ଘର ମାଟିରେ ମିଶି ଯାଇଛି l ଖାଦ୍ୟ ଦ୍ରବ୍ୟ ଅନେକ ଲୋକଙ୍କର ପାଣିରେ ଭିଜି ନଷ୍ଟ ହୋଇଯାଇଛି l ବିଶେଷ କରି ତଣ୍ଡାରା ଗ୍ରାମର ହରିଜନସାହି ଟି ବିଶେଷ କ୍ଷତି ଗ୍ରସ୍ତ ହୋଇଛି l ଏହି ପରିସ୍ଥିତିରେ ଜଳଘେରରେ ଥିବା ଜନସାଧାରଣ ତଥା ଗୃହପାଳିତ ପଶୁ ଙ୍କୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ସାହାଯ୍ୟସହଯୋଗ ଯୋଗେଇ ଦେବା ପାଇଁ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )କୋରେଇ ଲୋକାଲ କମିଟି ସମ୍ପାଦକ କମ୍ରେଡ ମେଘନାଦ ମଲ୍ଲିକ ସରକାରଙ୍କ ନିକଟରେ ଦାବି କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking