34.1 C
Bhubaneswar
Friday, March 29, 2024
Homeଓଡିଶାସାରା ଓଡିଶାରେ ଶୀତ ଲହରୀ ଜାରି

ସାରା ଓଡିଶାରେ ଶୀତ ଲହରୀ ଜାରି

ଭୁବନେଶ୍ଵର : ଶୀତରେ ତାହାରୁଚି ସାରା ଓଡିଶା | କୋହଲା ପାଗ ସାଙ୍ଗକୁ ଘନ କୁହୁଡିରେ ଥରୁଛି ଓଡିଶା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ଆଜି କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି। ବାୟୁମଣ୍ଡଳର ଉପରିଭାଗରେ ସୃଷ୍ଟି ଟ୍ରପ୍ ଲାଇନ୍ ଯୋଗୁଁ ପାଗରେ ପରିବର୍ତ୍ତନ ହୋଇଛି।
ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏପରି କୋହଲା ପାଗ ରହିବ। ଆଜି ଉତ୍ତର ଓଡିଶାର କିଛି ସ୍ଥାନରେ ଝିପିଝିପି ବର୍ଷା ସମ୍ଭାବନା ରହିଛି। ତେବେ ୨୮ରୁ ତାପମାତ୍ରା କମିବ, ଫଳରେ ଶୀତ ବଢିବା ସମ୍ଭାବନା ରହିଛି। ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ମଧ୍ୟ ସମ୍ଭାବନା ରହିଛି।
https://onakhabar.com/2019/12/27/pregnancy-ledy-carry-on-stretcher/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking