34.1 C
Bhubaneswar
Friday, March 29, 2024
Homeଓଡିଶା୭ ସହର ୪୦ ଡିଗ୍ରୀ ଉପରେ

୭ ସହର ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ଆଜି ରାଜ୍ୟର ୭ଟି ସହର ୪୦ ଡିଗ୍ରୀ ତାପମାତ୍ରା ଉପରେ ରହିଛି । ତାଳଚେରର ତାପମାତ୍ରା ୪୨.୦୨ ଡିଗ୍ରୀ ରହଥିବା ବେଳେ ଏହା  ସବୁଠୁ ଉତ୍ତପ୍ତ ସହର ମଧ୍ୟ ରହିଛି । ଟିଟିଲାଗଡ ୪୧.୦୨, ମାଲକାନଗିରି ୪୧ ଡିଗ୍ରୀ, ପାରଳାଖେମୁଣ୍ଡି ୪୦.୦୮ ଡିଗ୍ରୀ, ଭବାନୀପାଟଣା ୪୦.୦୭ ଡିଗ୍ରୀ, ସମ୍ବଲପୁର ଓ ବଲାଙ୍ଗୀର ୪୦.୦୫ ଡିଗ୍ରୀ ରହିଛି । ଏହାସହିତ ଭୁବନେଶ୍ୱର ୩୭.୦୭ ଓ କଟକର ତାପମାତ୍ରା ୩୭ ଡିଗ୍ରୀ ରହିଛି ।
https://onakhabar.com/2020/05/14/ailways-cancels-bookings-of-all-passenger-train-tickets-till-june-30/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking