କୋଟିଏ ଟଙ୍କାର କଳସ ଦାନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ

ଭୁବନେଶ୍ୱର:  କୋଟିଏ ଟଙ୍କାର କଳସ ଦାନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ। ମହାରାଷ୍ଟ୍ର ଅହମଦନଗର ଜିଲ୍ଲାର ଶନି ଶିଙ୍ଗଣାପୁରରେ ଥିବା ଭଗବାନ ଶନିଙ୍କ ମନ୍ଦିରରେ ସୁନାର କଳସ ଦାନ କରିଛନ୍ତି । ଏହି କଳସ ୭୦୦ ଗ୍ରାମ ସୁନା ଓ ୫ କେଜି ରୂପାରେ ନିର୍ମିତ ହୋଇଛି। ଯାହାର ଦାମ ପାଖାପାଖି ଏକ କୋଟି ଟଙ୍କା। ସବୁଠୁ ବଡକଥା ହେଲା ଯେ, ଏହି ଶନିମନ୍ଦିର ଏହା ପ୍ରଥମ କରି ସବୁଠୁ ବଡ ଦାନ ବୋଲି ସୂଚନା … Continue reading କୋଟିଏ ଟଙ୍କାର କଳସ ଦାନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ ନଵ କିଶୋର ଦାସ