ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଆଖୁ ରସ…

ଭୁବନେଶ୍ୱର : ଖରାଦିନେ ଲୋକମାନେ ବିଭିନ୍ନ ପ୍ରକାରର ଆମ୍ବ, କମଳା ପରି ଫଳ ପସନ୍ଦ କରନ୍ତି । ସମସ୍ତ ଫଳ ରସ ମଧ୍ୟରୁ ଖରାଦିନେ ଆଖୁ ରସ ପିଇବାକୁ ଲୋକ ଅଧିକ ପସନ୍ଦ କରିଥାଆନ୍ତି । ଆଖୁ ରସରେ ରହିଛି ଅନେକ ଉପକାରିତା । ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି, ତେବେ ଆସନ୍ତୁ ଜାଣିବା ଆଖୁ ରଶ ଆମ ଶରୀର ପାଇଁ କେତେ ଉପଯୋଗୀ… ଆଖୁ ରସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ … Continue reading ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଆଖୁ ରସ…