35.1 C
Bhubaneswar
Tuesday, April 23, 2024
Homeସ୍ୱାସ୍ଥ୍ୟଉଚ୍ଚ ରକ୍ତଚାପ ଦୂର କରେ ସଜନା ଛୁଇଁ

ଉଚ୍ଚ ରକ୍ତଚାପ ଦୂର କରେ ସଜନା ଛୁଇଁ

ଭୁବନେଶ୍ୱର: ଫଳ ଓ ଶାଗ ପନିପରିବା ମାମଲାରେ ଆମ ଦେଶ ହେଉଛି ଧନୀ । ଏଠାରେ ମାଂସାହାରୀ ବଦଳରେ ଶାକାହାରୀ ଭୋଜନକୁ ସମସ୍ତେ ଅଧିକ ପସନ୍ଦ କରନ୍ତି । ହେଲେ ଜ୍ଞାନର ଅଭାବ କାରଣରୁ ସେମାନେ ଗୁଣକାରୀ ପନିପରିବାର ଲାଭ ଉଠାଇ ପାରନ୍ତିନି । ଯଦି ଆପଣ ବି ଖାଇବା ପିଇବାକୁ ପସନ୍ଦ କରନ୍ତି ତେବେ ନିଜ ଆହାରରେ ଏହି ପରିବାକୁ ନିହାତି ସାମିଲ କରନ୍ତୁ ।
ସଜନା ଛୁଇଁ । ଇଂରାଜୀରେ ଏହାକୁ ଡ୍ରମାଷ୍ଟିକ ତଥା ମୋରିଙ୍ଗା କୁହାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆମ ଦେଶ ମୋରିଙ୍ଗାର ସବୁଠୁ ବଡ ଉତ୍ପାଦକ । ସଜନା ଗଛ ବହୁତ ଜଲଦି ବଢିଥାଏ । ଏହାର ଫଳ ସହିତ ପତ୍ର ଓ ଫୁଲ ବି ଖାଦ୍ୟ ଉପଯୋଗୀ ହୋଇଥାଏ । ଏଥିରେ ପ୍ରୋଟିନ, ଏମିନୋ ଏସିଡ, ବିଟା କ୍ୟାରଟିନ ଓ ବିଭିନ୍ନ ଫିନୋଲିକ ରହିଥାଏ ।
ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ
ପିଲାଙ୍କ ପାଇଁ ଏହା ବେଶ ଲାଭଦାୟକ । ଏହାଦ୍ୱାରା ହାଡ ଓ ଦାନ୍ତ ମଜଭୂତ ରହିଥାଏ ।
ମୋଟାପଣ ଦୂର କରିବା ସହ ଶରୀରର ଚର୍ବି ମଧ୍ୟ ଏହା ହ୍ରାସ କରିଥାଏ । ରକ୍ତ ବି ସଫା ହୋଇଥାଏ ।
ଅଧିକ ସଜନା ଛୁଇଁ ଖାଇବା ଦ୍ୱାରା ଡେଲିଭରି ସମୟରେ ଅଧିକ ଯନ୍ତ୍ରଣା ହୋଇନଥାଏ
କ୍ୟାନ୍ସର ପାଇଁ ଲାଭ ଦାୟକ
ମଧୁମେହ ରୋଗ ପାଇଁ ଲାଭଦାୟକ
ମଧୁମେହ ପାଇଁ ବି ସଜନା ବେଶ ଉପକାରୀ
ଲିଭର ପାଇଁ ଉପକାରୀ
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ
ତ୍ୱଚା ପାଇଁ ଲାଭ ଦାୟକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking