28.1 C
Bhubaneswar
Saturday, April 20, 2024
Homeଓଡିଶାବ୍ରୋକଲିର ଫାଇଦା

ବ୍ରୋକଲିର ଫାଇଦା

ଭୁବନେଶ୍ୱର : ଶୀତ ଦିନେ ବଜାରରେ ବ୍ରୋକଲି ମିଳିଥାଏ । ଏଥିରେ ଆଇରନ, ପ୍ରୋଟିନ , କ୍ୟାଲସିୟମ , କ୍ରୋମିୟମ ,ଭିଟାମିନ ଏ ଓ ଭିଟାମିନ ସି ଭରପୁର ରହିଛି । ଏହା ଆମକୁ ଅନେକ ପ୍ରକାର ରୋଗରୁ ରକ୍ଷା କରିଥାଏ ଓ ଏହାର ଉପଚାର ମଧ୍ୟ କରିଥାଏ । ଆସନ୍ତୁ ଜାଣିବା ବ୍ରୋକଲିର ଫାଇଦା ।୧- ଏଥିରେ ଥବା ଫାଇବର ,ଫ୍ୟାଟି ଏସିଡ଼ ଆମ ବ୍ଲଡ଼ ପ୍ରେସରକୁ ସନ୍ତୁଳିତ ରଖିଥାଏ ।
୨- ଏହା ଖାଇବା ଦ୍ୱାରା ଶରୀରର କୋଲୋଷ୍ଟ୍ରଲ କମ ହୋଇଥାଏ ।
୩- ଏହା ହୃଦଘାତ ଭଳି ରୋଗକୁ ରୋକିଥାଏ ।ତେଣୁ ଏହାକୁ ‘ଦିଲ କା ଟନିକ’ ମଧ୍ୟ କୁହାଯାଇଥାଏ ।
୪- ବ୍ରୋକଲିରେ ଥିବା ପୋଟାସିୟମ ଆମ ମସ୍ତିଷ୍କର ବିକାଶ କରାଇଥାଏ ।
୫- ଏଥିରେ ଥବା ଭିଟାମିନ ଇ,ବି ଓ ଭିଟା କ୍ୟାରେଟିନ ଆମ ତ୍ୱଚାକୁ ଉଜ୍ଜଳ ରଖେ ।
୬- ଯେଉଁମାନେ ଓଜନ କମାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବ୍ରୋକଲି ଏକ ସଠିକ ପରିବା । ଏଥିରେ ସଲ୍ୟୁବୁଲ ଓ ଇନସଲ୍ୟୁବୁଲ ଫାଇବର ଆମ ଶରୀରର ଫ୍ୟାଟକୁ କାଟିଥାଏ ।
୭- ବ୍ରୋକଲିରେ ଥିବା ଭିଟାମିନ ଏ ଆଖି ପାଇଁ ବହୁତ ଉପଯୋଗୀ ।
୮- ଏଥିରେ ଥିବା ଫୋଲିକ ଏସିଡ଼ ଆମ ଶରୀରର ହିମୋଗ୍ଲୋବିନ ସ୍ତରକୁ ମଧ୍ୟ ବଢାଇଥାଏ । ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking