ଆରୋଗ୍ୟ ଜନ ସେବା କେନ୍ଦ୍ର

ନୟାଗଡ: ନୟାଗଡ ଜିଲ୍ଲାର ଶରଣକୁଳ ଠାରେ ଆରୋଗ୍ୟ ଜନ ସେବା କେନ୍ଦ୍ର ନୟାଗଡ କୋଭିଡ଼ ନିୟମ ପାଳନ କରି ଅନୁଷ୍ଠାନର କର୍ମକର୍ତାଙ୍କୁ ନେଇ ପ୍ରାୟ 30 ଜଣ ବରିଷ୍ଠ ନାଗରିକ ଙ୍କ ଗହଣ ରେ ଆରୋଗ୍ୟ ଜନସେବା କେନ୍ଦ୍ରର ମୁଖ୍ୟ ଅଖିଳ ମହାରଣାଙ୍କ ଅଧକ୍ଷତାରେ ଜନ ସଚେତନ ରାଲି ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଯୋଗ ଦେଇ ଥିଲେ କିଶୋର ଚନ୍ଦ୍ର କର, ସୁବାସ ଚନ୍ଦ୍ର ପଣ୍ଡା । ଏ ଶିବିରରେ କିପରି ବରିଷ୍ଠ ନାଗରିକ, ଭିର୍ଣ୍ଣ କ୍ଷମ ଓ ରାସନ କାର୍ଡ ଧାରୀ ମାନେ ସରକାର କରିଥବା ପିପିପି ମୋଡ଼ରେ ଔଷଧର ସୁବିଧା ସୁଯୋଗ ନେବା ପାଇଁ ଆରୋଗ୍ୟ ସେବାସଦନ ମାଧମରେ ପାଇ ପାରିବେ ସେ ବିଷୟରେ ସେବାସଦନ ର ମୁଖ୍ୟ ଅଖିଳ ମହାରଣା ସଚେତନ କରିଥିଲେ ।

LEAVE A REPLY

Please enter your comment!
Please enter your name here