38.1 C
Bhubaneswar
Saturday, April 20, 2024
Homeଓଡିଶାରେଳ ଧାରଣା ଉପରେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ରେଳ ଧାରଣା ଉପରେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ରେଳ ଧାରଣା ଉପରେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ। ଲିଙ୍ଗରାଜ ଷ୍ଟେସନ ନିକଟରେ ଟ୍ରେନ ଲାଇନ କଡ଼ରେ ପଡିଛି ମୃତଦେହ। ମୃତ ଶରୀର ଠାରୁ ମୁଣ୍ଡ ଅଲଗା ହୋଇ ପଡିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କିଛି ଜଣାପଡିନି। ମୃତ ଯୁବକଙ୍କ ପରିଚୟ ମିଳିପାରନାହିଁ। ଏୟାରଫିଲ୍‌ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking