34.1 C
Bhubaneswar
Friday, March 29, 2024
Homeଓଡିଶା୧୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ମୁଖ୍ୟ କିରାଣୀ

୧୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ମୁଖ୍ୟ କିରାଣୀ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପଡିଲେ ମୁଖ୍ୟ କିରାଣୀ । ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ  କଳମପୁର ବ୍ଳକ ଶିକ୍ଷା ବିଭାଗର ଯୁଧିଷ୍ଟିର ହରିଜନ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସୁବିଧା ଯୋଗାଇ ଦେବାକୁ ନେଉଥିଲେ ଲାଞ୍ଚ । ଅବସରପ୍ରାପ୍ତ ଶିକ୍ଷକଙ୍କର ଜିପିଏଫ୍ ଟଙ୍କା କରାଇଦେବାକୁ ଲାଞ୍ଚ ନେଉଥିଲେ । ଏହା ପରେ ହରିଜନ ଙ୍କ ଆବାସିକ ଘର ମଥୁରା, ଜୁନାଗଡ, କଳାହାଣ୍ଡି ଏବଂ କଲାମପୁର ରେ ଥିବା ତାଙ୍କ ଅଫିସ ରେ ରେଡ । କିରାଣୀ ଙ୍କ ବିରୁଦ୍ଧରେ ଏବେ ତଦନ୍ତ ଚାଲିଛି ।

ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking