39.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

ନୂଆ ଦିଲ୍ଲୀ : ଦେଶଦ୍ରୋହ ମାମଲାରେ ସୁପ୍ରିମ ରୋକ୍ । ସୁପ୍ରିମ କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ।କେନ୍ଦ୍ର ସରକାର ଙ୍କୁ ଦେଲେ ନିର୍ଦ୍ଦେଶ । ଦେଶଦ୍ରୋହ ଆଇନ ର ସମୀକ୍ଷା କରିବେ ନିଜେ କେନ୍ଦ୍ର ସରକାର ।ନୂଆ ମାମଲା ରୁଜୁ ହେଲେ ଖାରଜ ପାଇଁ ଆବେଦନ କରିପାରିବେ ଅଭିଯୁକ୍ତ । ଆଇପିସି ଧାରା ୧୨୪ ଏ ର ସମୀକ୍ଷା ପାଇଁ ରାଜି ହୋଇଛନ୍ତି କେନ୍ଦ୍ର ସରକାର । ଦେଶରେ ଏବେ ପ୍ରାୟ ୮ ଶହ ଦେଶଦ୍ରୋହ ମାମଲା ରହିଛି । ଜେଲ ରେ ଅଛନ୍ତି ୧୩ ହଜାର ରୁ ଅଧିକ ଲୋକ । ଦେଶ ଦ୍ରୋହ ଆଇନ କୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଆଇନର ସମୀକ୍ଷା ପର୍ଯ୍ୟନ୍ତ ରୁଜୁ ହେବନି ନୂଆ ମାମଲା । ସମସ୍ତ ବିଚାରଧିନ ମାମଲା ସ୍ଥଗିତ ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଏହା ମଧ୍ୟ କହିଛନ୍ତି ଯେ ୟୁନିଅନ ଅଫ ଇଣ୍ଡିଆ ଆଇନ ର ଅପବ୍ୟବହାର କୁ ରୋକିବା ପାଇଁ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶନାମା ପଠାଇବାର ସ୍ୱାଧିନତା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking