ଦାଦନ ଖଟିବାକୁ ଯାଇ ଆତ୍ମହତ୍ୟା

ଜି.ଉଦୟଗିରି : ସ୍ଥାନୀୟ ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗାର ଜଣେ ଯୁବକ ପରିବାର ପ୍ରତିପୋଷଣ କରିବା ନିମନ୍ତେ ତାମିଲନାଡୁ ରାଜ୍ୟର ଏକ ଘରୋଇ କମ୍ପାନୀରେ ଦୀର୍ଘ ଛଅ ବର୍ଷ ହେଲା କାର୍ଯ୍ୟ କରି ଆସୁଥିବା ବେଳେ ଗତକାଲି ସେ ଆତ୍ମହତ୍ୟା କରିଥିବା ନେଇ ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ସ୍ଥାନୀୟ ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗାର ଅଭିମନ୍ୟୁ ମହାରଣାଙ୍କ ସାନ ପୁଅ କ୍ରୀଷ୍ଣା ମହାରଣା (୩୩) ପରିବାର ପ୍ରତିପୋଷଣ … Continue reading ଦାଦନ ଖଟିବାକୁ ଯାଇ ଆତ୍ମହତ୍ୟା