ସେ ଚାହିଁଲେ ମାରିପାରିବେ: ଜୟନାରାୟଣ

ଭୁବନେଶ୍ୱର: ଅରୂପ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ଜୟନାରାୟଣ ନିଜ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ମାରିପାରୁଛନ୍ତି, ମୋତେ ବି ମାରପାରିବେ । ମୁଁ ଜଣେ ସାଧାରଣ ମଣିଷ, ସେ ଚାହିଁଲେ ମାରିପାରିବେ । ସେ ଯେଉଁଠିକି କହିବେ ସେଠାକୁ ଯିବି, ମୋତେ ମାରିପାରିବେ । ରାଜ୍ୟରେ ଯଦି ଜଣେ ଏପରି କାମ କରିପାରୁଛି ତେବେ ଏଥିରୁ ଶାସନ ବ୍ୟବସ୍ଥା ଜଣାପଡୁଛି । ବାଂଲାଦେଶୀ ବିକ୍ଷୋଭ ବେଳେ ଅରୂପ ବାବୁ କମିଶନର ଥିଲେ । ସେତେବେଳେ … Continue reading ସେ ଚାହିଁଲେ ମାରିପାରିବେ: ଜୟନାରାୟଣ