ହାଥରସ୍ ଏସପି ଓ ଡିଏସପି ନିଲମ୍ବିତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଥରସ୍ ଏସପି ଓ ଡିଏସପିଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଏସପି, ଡିଏସପିଙ୍କର କରାଯିବ ନାର୍କୋ ପଲିଗ୍ରାଫ୍ ଟେଷ୍ଟ । ଇନ୍ସପେକ୍ଟରଙ୍କ ସହିତ କିଛି ପୋଲିସ କର୍ମୀ ମଧ୍ୟ ସସେପଣ୍ଡ ହୋଇଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତ ଆଧାରରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ।

LEAVE A REPLY

Please enter your comment!
Please enter your name here