ହରିଆଣା ହିଂସା: ୨ଟି ମସଜିଦ ଉପରେ ଆକ୍ରମଣ

ହରିଆଣା : ସୋମବାର ଠାରୁ ହରିଆଣାରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସା ଦୁଇ ଦିନ ପରେ ଥମିଥିବା ରାଜ୍ୟ ପୁଲିସ ଦାବି କରିଛି। କିନ୍ତୁ ଗୁରୁବାର କିଛି ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ କିଛି ଲୋକ ନୁହ୍‌ର ୨ଟି ମସଜିଦ ଉପରେ ଆକ୍ରମଣ କରିଛନ୍ତି। ସେମାନେ ମସଜିଦରେ ନିଆଁ ଲଗାଇବା ସହ ଏହାକୁ ଭଙ୍ଗାରୁଜା କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ। ମସଜିଦ ଉପରେ … Continue reading ହରିଆଣା ହିଂସା: ୨ଟି ମସଜିଦ ଉପରେ ଆକ୍ରମଣ