29.1 C
Bhubaneswar
Thursday, April 25, 2024
Homeଓଡିଶାଅଭିଯୁକ୍ତକୁ ଗିରଫ ପାଇଁ ଆସି ହଟହଟା ହେଲା ହରିୟାଣା ପୋଲିସ

ଅଭିଯୁକ୍ତକୁ ଗିରଫ ପାଇଁ ଆସି ହଟହଟା ହେଲା ହରିୟାଣା ପୋଲିସ

ସୋର: ଜଣେ ଅଭିଯୁକ୍ତକୁ ଗିରଫ ପାଇଁ ଆସି ହଟାହଟା ହୋଇଛି ହରିୟାଣା ପୋଲିସ । ଖନ୍ତାପଡ଼ା ଥାନା ଷଠି ଗାଁକୁ ଗିରଫ ପାଇଁ ଆସିଥିଲା ହରିୟାଣା ପୋଲିସ୍ । ତେବେ ଅଭିଯୁକ୍ତକୁ ନ ପାଇ ତା’ର ମାଆକୁ ଉଠାଇ ନେବାରୁ, ଏଥିରେ ଉତ୍ୟକ୍ତ ହୋଇ ପୋଲିସକୁ ଘେରିଲେ ସ୍ଥାନୀୟ ଲୋକେ । ସେପଟେ ଏହି ଘଟଣାକୁ କଭର କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ହରିୟାଣା ପୋଲିସ୍ ର ଆକ୍ରୋଶର ଶିକାର ହୋଇଥିଲେ । ସାମ୍ବାଦିକଙ୍କୁ ହରିୟାଣା ପୋଲିସ୍ ବନ୍ଧୁକ ଦେଖାଇବା ସହ ମାଡ ମାରିଥିବା ନେଇ ସାମ୍ବାଦିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନା ପରିସରରେ ଉତ୍ତେଜନା ଲାଗିରହିଛି । ଯାହାକୁ ନେଇ ଥାନା ପରିସରରେ ଲାଗିରହିଛି ଉତ୍ତେଜନା । ଖନ୍ତାପଡ଼ା ଥାନା ଭିତରେ ମଧ୍ୟ ହରିୟାଣା ପୋଲିସକୁ ପେଲାଠେଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking