28.1 C
Bhubaneswar
Friday, March 29, 2024
Homeଓଡିଶାପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ କୋଷା ମୃତ

ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ କୋଷା ମୃତ

ମାଲକାନଗିରି : ପୋଲିସକୁ ବଡ ସଫଳତା। ମାଲକାନଗିରି ଜିଲ୍ଲୀ ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ମୃତ। ନିଲାବାୟା ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ପୋଲିସ ପକ୍ଷରୁ ସର୍ଚ୍ଚ ଅପରୋସନ କରାଯାଇଥିଲା। ମୃତ ମାଓବାଦୀ ନାଁ କୋଷା। ଦୀର୍ଘ ୧୫ ବର୍ଷ ଧରି ସେ ମାଆ ସଙ୍ଗଠନରେ କାମ କରୁଥିଲେ। ତା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ଦେଶୀ ବନ୍ଧୁକ, ୩କେଜି ଆଇଇଡି ଓ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ କରାଯାଇଥିବା ଦାନ୍ତେୱାଡା ଏସ୍‌ପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking