ବିହାରରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର : ପାଟନାର ଏକ ଅଜଣା ସ୍ଥାନରେ ବିହାରର ଜଣେ ଯୁବକ ଓଡ଼ିଶାର ଜଣେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଉଭୟଙ୍କ ବନ୍ଧୁତ୍ୱ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା। ଘଟଣାଟି ୨୦୨୨ ମସିହା ଜୁନ ମାସର ବୋଲି କୁହାଯାଉଥିଲେ ମଧ୍ୟ କଟକର ୩୫ ବର୍ଷୀୟା ମହିଳା ଜଣକ ନିକଟରେ ଡାକ ଯୋଗେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସେପ୍ଟେମ୍ବର ୧୬ରେ ଆଇପିସିର ୩୭୬ (୨)(ଏନ) ସହିତ ସମ୍ପୃକ୍ତ … Continue reading ବିହାରରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ