ନାବାଳିକାକୁ ଦୁଷ୍କର୍ମ: ଧରାପଡ଼ିଲା ଫେରାର ନାବାଳକ

ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ଜନୈକା ନାବାଳିକା ଚନ୍ଦା ବିଲାରେ ନିଜ ମାମୁଘରେ ରହି ପାଠ ପଢୁଥିବାବେଳେ ସେହି ଅଞ୍ଚଳର ଜଣେ ନାବାଳକ ସହିତ ସମ୍ପର୍କ ରଖି ପରେ ଛ’ ମାସର ଗର୍ଭବତୀ ହୋଇଛନ୍ତି । ଏନେଇ ପୀଡ଼ିତାଙ୍କ ପରିବାର ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ସମ୍ପୃକ୍ତା ନାବାଳିକାକୁ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇ ଥିଲା । ପୁଲିସ ପକ୍ଷରୁ ଏ ସଂକ୍ରାନ୍ତରେ  ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା … Continue reading ନାବାଳିକାକୁ ଦୁଷ୍କର୍ମ: ଧରାପଡ଼ିଲା ଫେରାର ନାବାଳକ