ପରୀକ୍ଷା ହଲ୍‌ରେ କପିକୁ ବିରୋଧ କରିବାରୁ ନିର‌୍ୟାତନା, ନ୍ୟାୟ ଦାବିରେ ଆତ୍ମହତ୍ୟା ଚେତାବନୀ

ଭୁବନେଶ୍ୱର:ଦଶମ ବୋର୍ଡ ପରୀକ୍ଷାକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ତଥା କପି ରୋକିବାକୁ ଦୃଷ୍ଟିରେ ରଖି ସରକାର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କିନ୍ତୁ ବାସ୍ତବରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଗାନ୍ଧିଜୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପରୀକ୍ଷା ହଲ୍ ଭିତରେ ଶିକ୍ଷକ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇଦେବା ଓ ଅନ୍ୟ ପରୀକ୍ଷାର୍ଥୀ ଏହାକୁ ବିରୋଧ କରି ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏନେଇ ସୂଚନା ଦେବା ପରେ ମଧ୍ୟ କିଛି ଫଳ ମିଳିନଥିବା … Continue reading ପରୀକ୍ଷା ହଲ୍‌ରେ କପିକୁ ବିରୋଧ କରିବାରୁ ନିର‌୍ୟାତନା, ନ୍ୟାୟ ଦାବିରେ ଆତ୍ମହତ୍ୟା ଚେତାବନୀ