34.1 C
Bhubaneswar
Friday, March 29, 2024
Homeଅପରାଧରୋଷେୟାଙ୍କ ଝୁଲନ୍ତା ଶବ ଉଦ୍ଧାର

ରୋଷେୟାଙ୍କ ଝୁଲନ୍ତା ଶବ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ପୋଲିସ ଆଜି କାଜୁ ଜଙ୍ଗଲ ମଧ୍ୟରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛନ୍ତି । ଯୁବତୀ ଜଣକ ହେଲେ ଗୁରୁବାରି ଗଣ୍ଡ । ସେ ସ୍ଥାନୀୟ ଅନେଶ୍ୱା ଛାତ୍ରୀ ନିବାସ ରେ ଗତ ୪ ବର୍ଷ ହେଲା ରୋଷେଇୟା ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ରାତି ଠାରୁ ସେ ଛାତ୍ରୀ ନିବାସ ରେ ନଥିଲେ । ଆଜି ସକାଳୁ ନିକଟସ୍ଥ ଅଗ୍ନିପୂର କାଜୁ ଜଙ୍ଗଲ ମଧ୍ୟରେ ଗୁରୁବାରି ଙ୍କ ଝୁଲନ୍ତା ଶବ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ନବରଙ୍ଗପୁର ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ନବରଙ୍ଗପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକା ତଦନ୍ତ କରୁଛନ୍ତି ।
https://onakhabar.com/2020/03/16/jajpur-144-article/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking